1 କରିନ୍ଥୀୟ Chapter 12

For English

Read 1 କରିନ୍ଥୀୟ Chapter 12 Online

Read 1 କରିନ୍ଥୀୟ Chapter 12 online from the Holy Bible. This chapter is part of the Book of 1 କରିନ୍ଥୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of 1 କରିନ୍ଥୀୟ and the Holy Bible online.

Choose a Chapter

1 କରିନ୍ଥୀୟ 12

ଅଧ୍ୟାୟ 12

1. ଭାଇ ଓ ଭଉଣୀମାନେ ! ଆତ୍ମିକ ଦାନଗୁଡ଼ିକ ବିଷୟ ରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି।

2. ତୁମ୍ଭମାନେେ ମନେପକାଅ ଯେ ବିଶ୍ବାସୀ ହବୋ ପୂର୍ବରୁ ତୁମ୍ଭମାନେେ କିପରି ବିପଥଗାମୀ ହାଇେ ମୂର୍ତ୍ତିପୂଜା କରିବାକୁ ଯାଉଥିଲା।

3. ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ବରଙ୍କ ଆତ୍ମାପ୍ରାପ୍ତ ଲୋକ "ଯୀଶୁ ଅଭିଶପ୍ତ" ବୋଲି କଦାପି କହିବି ନାହିଁ। ପବିତ୍ର ଆତ୍ମାଙ୍କ ସାହାୟ୍ଯ ବିନା କୌଣସି ଲୋକ "ଯୀଶୁ ପ୍ରଭୁ ଅଟନ୍ତି" ବୋଲି କହିବ ନାହିଁ।

4. ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।

5. ସବୋ ମଧ୍ଯ ଅନକେ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସବୋ କରୁ, ସହେି ପ୍ରଭୁ ଏକ ଅଟନ୍ତି।

6. ପରମେଶ୍ବର ଆମ୍ଭମାନଙ୍କ ଜୀବନର ଅନକେ ପ୍ରକାର କାର୍ୟ୍ଯ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସହେି ପରମେଶ୍ବର ଏକ ଅଟନ୍ତି।

7. ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।

8. ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆ ଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ବାରା ବୁଦ୍ଧି ରେ କଥା କହିବାକୁ ଦକ୍ଷତା ଦିଆ ହାଇେଛି, ଓ ଅନ୍ୟ ଜଣକୁ ସହେି ଆତ୍ମାଙ୍କ ଦ୍ବାରା ଜ୍ଞାନର କଥା କହିବାକୁ ଯୋଗ୍ଯତା ଦିଆ ହାଇେଛି।

9. ସହେି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ବାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି।

10. ଆତ୍ମା ଅନ୍ୟଜଣକୁ ଆର୍ଶ୍ଚ୍ଯର୍ୟ୍ଯକାର୍ୟ୍ଯ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତ ରେ ପାର୍ଥକ୍ଯ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସହେି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି।

11. ସହେି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସା ରେ ଏହି ସମସ୍ତ କାର୍ୟ୍ଯ କରନ୍ତି। ସହେି ଆତ୍ମା ପ୍ରେତ୍ୟକକ ବ୍ଯକ୍ତିଙ୍କୁ କ'ଣ ଦିଆୟିବ, ତାହା ସ୍ଥିର କରନ୍ତି।

12. ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।

13. ଆମ୍ଭ ଭିତରୁ କେତକେ ହେଉଛୁ ୟିହୁଦୀ, କେତକେ ଅଣୟିହୁଦୀ, ଆମ୍ଭ ଭିତରୁ କେତକେ କ୍ରୀତଦାସ ଓ କେତକେ ସ୍ବାଧୀନ। କିନ୍ତୁ ଆମ୍ଭମାନେେ ସମସ୍ତେ ଗୋଟିଏ ଆତ୍ମା ଦ୍ବାରା ଏକ ଶରୀର ହବୋ ଉଦ୍ଦେଶ୍ଯ ରେ ବାପ୍ତିଜିତ ପ୍ରାପ୍ତ ହାଇେ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ଯ ପ୍ରଦାନ କରାଯାଇଛି।

14. ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନକେ ଗୁଡ଼ିଏ ଅଙ୍ଗ ଦ୍ବାରା ନିର୍ମିତ।

15. ଯଦି ଗୋଡ଼ କୁ ହେ : "ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।" କିନ୍ତୁ ଏହା କହିବା ଦ୍ବାରା କ'ଣ ସେ ଶରୀରର ଅଙ୍ଗ ହାଇେ ରହିବ ନାହିଁ କି ?

16. କାନ କହିପା ରେ : "ମୁଁ ଆଖି ନୁହେଁ, ଅତଏବ ମାରେ ଶରୀରର ଅଙ୍ଗ ନୁହେଁ," କିନ୍ତୁ ଏହା କହିବା ଦ୍ବାରା କ'ଣ ସେ ଶରୀରର ଅଙ୍ଗ ହାଇେ ରହିବ ନାହିଁ କି ?

17. ସମ୍ପର୍ଣ୍ଣ ଶରୀର ଗୋଟିଏ ଆଖି ଦଇେଥାନ୍ତା, ତବେେ ସେ ଶରୀର ଶୁଣିପାରନ୍ତା କିପରି ? ଯଦି ସମ୍ପର୍ଣ୍ଣ ଶରୀରଟି ଗୋଟିଏ କାନ ହାଇେଥାଆନ୍ତା ତା' ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି ?

18. ଯଦି ସମ୍ପର୍ଣ୍ଣ ଶରୀରର ଅଙ୍ଗ କବଳେ ସହେି ଗୋଟିଏ ଅଙ୍ଗ ମାତ୍ର ହାଇେଥାନ୍ତା ତା' ହେଲେ ଶରୀର ନ ଥାନ୍ତା। କିନ୍ତୁ ପରମେଶ୍ବର ଯେପରି ଠିକ୍ ମନେ କଲେ ପ୍ରେତ୍ୟକକ ଅଙ୍ଗକୁ ଶରୀର ରେ ସହେିଭଳି ସ୍ଥାନ ଦେଲେ।

20. ତେଣୁ ପ୍ରକୃତ ରେ ଅଙ୍ଗପ୍ରତ୍ଯଙ୍ଗ ଅନକେ, କିନ୍ତୁ ଶରୀର ଗୋଟିଏ।

21. ଆଖି ହାତକୁ କବେେ ହେଲେ କହି ପାରିବ ନାହିଁ ଯେ, "ତୋଠା ରେ ମାରେ ଆବଶ୍ଯକତା ନାହିଁ।" ସହେିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, "ତୋ'ଠା ରେ ମାରେ ଆବଶ୍ଯକତା ନାହିଁ।"

22. ବରଂ ଅନ୍ୟ ପକ୍ଷ ରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧ ହୁଏ, ସହେିସବୁ ପ୍ରକୃତ ରେ ଗୁରୁତ୍ବପୂର୍ଣ୍ଣ ଅଟେ।

23. ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସଗେୁଡ଼ିକ ପ୍ରତି ଆମେ ଅଧିକ ଧ୍ଯାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଚାହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶଷେ ଧ୍ଯାଦ ଦେଉ।

24. ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ଯାନ ଦବୋ ଆବଶ୍ଯକ ହାଇେ ନ ଥାଏ। କିନ୍ତୁ ପରମେଶ୍ବର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦଇେ ଶରୀରକୁ ଗଠନ କରିଛନ୍ତି।

25. ଆମ୍ଭର ଶରୀର ରେ ଯେପରି କୌଣସି ବିଭଦେ ନ ହେଉ, ସହେି ଦୃଷ୍ଟିରୁ ପରମେଶ୍ବର ଏପରି କରିଛନ୍ତି। ଦହରେ ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ବର ଇଚ୍ଛା କଲେ।

26. ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ଯ କଷ୍ଟ ପା'ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହାଇେ ଆନନ୍ଦ କରନ୍ତି।

27. ତୁମ୍ଭମାନେେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭମାନେେ ପ୍ରେତ୍ୟକକ ସହେି ଶରୀରର ଅଙ୍ଗ।

28. ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।

29. ସମସ୍ତ ଲୋକ କ'ଣ ପ୍ ରରେିତ? ସମସ୍ତ ଲୋକ କ'ଣ ଭବିଷ୍ଯଦ୍ ବକ୍ତା ? ସମସ୍ତେ କ'ଣ ଶିକ୍ଷକ ? ସମସ୍ତେ କ'ଣ ଆଶ୍ଚର୍ୟ୍ଯକାର୍ୟ୍ଯ କରୁଥିବା ଲୋକ ?

30. ସମସ୍ତେ କ'ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି ? ସମସ୍ତେ କ'ଣ ବିଭିନ୍ନ ଭାଷା କହନ୍ତି ? ସମସ୍ତେ କ'ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି ?

31. କିନ୍ତୁ ତୁମ୍ଭମାନେେ ପ୍ରକୃତ ରେ ଆତ୍ମାଙ୍କ ଶ୍ ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍।

About 1 କରିନ୍ଥୀୟ Chapter 12

Read 1 କରିନ୍ଥୀୟ Chapter 12 online from the Holy Bible. This chapter is part of the Book of 1 କରିନ୍ଥୀୟ in the New Testament. Continue reading with the chapter navigation above or explore the complete book.

Book Information

Book: 1 କରିନ୍ଥୀୟ
Chapter: 12
Testament: New Testament

How to Read this Chapter

Use the Previous and Next Chapter buttons to continue reading 1 କରିନ୍ଥୀୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading 1 କରିନ୍ଥୀୟ Chapter 12 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is 1 କରିନ୍ଥୀୟ Chapter 12?

1 କରିନ୍ଥୀୟ Chapter 12 is part of the Book of 1 କରିନ୍ଥୀୟ in the Holy Bible.

Can I read this chapter online?

Yes. You can read the complete 1 କରିନ୍ଥୀୟ Chapter 12 online for free with easy chapter navigation.

More Chapters from 1 କରିନ୍ଥୀୟ

  1. 1 କରିନ୍ଥୀୟ Chapter 11
  2. 1 କରିନ୍ଥୀୟ Chapter 10
  3. 1 କରିନ୍ଥୀୟ Chapter 13
  4. 1 କରିନ୍ଥୀୟ Chapter 9
  5. 1 କରିନ୍ଥୀୟ Chapter 5
  6. 1 କରିନ୍ଥୀୟ Chapter 8
  7. 1 କରିନ୍ଥୀୟ Chapter 6

Explore More from ନୂତନ ନିୟମ

  1. ରୋମୀୟ Chapter 16
  2. 1 କରିନ୍ଥୀୟ Chapter 13
  3. ମାଥିଉ Chapter 15
  4. ଗାଲାତୀୟ Chapter 4
  5. ରୋମୀୟ Chapter 11
  6. 1 କରିନ୍ଥୀୟ Chapter 7
  7. ମାଥିଉ Chapter 3

Related Chapters & Readings

  1. ରୋମୀୟ Chapter 14
  2. ଲୂକ Chapter 13
  3. ପ୍ରଥମ ଶାମୁୟେଲ Chapter 9
  4. ନିହିମିୟା Chapter 6
  5. ଆଦି ପୁସ୍ତକ Chapter 26
  6. ଯିଶାଇୟ Chapter 48
  7. ଗଣନା ପୁସ୍ତକ Chapter 14
Share Your Love

Leave a Reply

Your email address will not be published. Required fields are marked *