ଏଷ୍ଟର Chapter 7

For English

Read ଏଷ୍ଟର Chapter 7 Online

Read ଏଷ୍ଟର Chapter 7 online from the Holy Bible. This chapter is part of the Book of ଏଷ୍ଟର in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଏଷ୍ଟର and the Holy Bible online.

Choose a Chapter

ଏଷ୍ଟର 7

ଅଧ୍ୟାୟ 7

1. ତେଣୁ ଏଷ୍ଟର ରାଜା ଓ ହାମନ ରାଣୀ ସହିତ ଦ୍ରାକ୍ଷାରସ ପାନ କରିବାକୁ ଗଲେ।

2. ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, "ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।"

3. ଏହାପରେ ରାଣୀ ଏଷ୍ଟର କହିଲେ, " ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି ରେ ଅନୁଗ୍ରହ ପାଇଅଛି, ଆଉ ଯବେେ ମହାରାଜ ସନ୍ତୁଷ୍ଟ ହାଇେଛନ୍ତି, ତବେେ ମାହେର ନିବଦନେ ଅନୁସାରେ ମାେ ପ୍ରାଣ ଓ ମାରେ ପ୍ରାର୍ଥନାନୁସା ରେ ମାେ ଲୋକମାନଙ୍କୁ ମାେତେ ଦିଆଯାଉ।

4. କାରଣ ମୁଁ ଓ ମାହେର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହବୋ ନିମନ୍ତେ ବୀକ୍ରି ହାଇେଅଛୁ। ଯଦି ଆମ୍ଭେ ମାତ୍ର କ୍ରିତଦାସ ରୂପେ ବିକ୍ରୀ ହାଇେଥାଆନ୍ତୁ ମୁଁ ନୀରବ ହାଇେ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହାଇନେଥାନ୍ତା।"

5. ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକି କହିଲା, " ଯେ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ ରେ ସାହାସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠା ରେ ଅଛି?"

6. ଏଷ୍ଟର କହିଲା, "ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।"

7. ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।

8. ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, "ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?"

9. ଏହାପରେ ରାଜାର ସାକ୍ଷାତ ରେ ଉପସ୍ଥିତ ହର୍ବୋଣା ନାମକ ଏକ ନଫୁସକ ରାଜାକୁ କହିଲା, " ଦେଖନ୍ତୁ, ମହାରାଜାଙ୍କ ପକ୍ଷ ରେ ହିତଜନକ ସମ୍ବାଦଦାଯୀ ମର୍ଦ୍ଦୀଖଯ ନିମନ୍ତେ ହାମନ୍ ପଗ୍ଭଶ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମନ୍ର ଗୃହ ରେ ସ୍ଥାପିତ ହାଇେଅଛି।"

10. ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

About ଏଷ୍ଟର Chapter 7

Read ଏଷ୍ଟର Chapter 7 online from the Holy Bible. This chapter is part of the Book of ଏଷ୍ଟର in the Old Testament. Continue reading with the chapter navigation above or explore the complete book.

Book Information

Book: ଏଷ୍ଟର
Chapter: 7
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଏଷ୍ଟର. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଏଷ୍ଟର Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଏଷ୍ଟର Chapter 7?

ଏଷ୍ଟର Chapter 7 is part of the Book of ଏଷ୍ଟର in the Holy Bible.

Can I read this chapter online?

Yes. You can read the complete ଏଷ୍ଟର Chapter 7 online for free with easy chapter navigation.

More Chapters from ଏଷ୍ଟର

  1. ଏଷ୍ଟର Chapter 9
  2. ଏଷ୍ଟର Chapter 4
  3. ଏଷ୍ଟର Chapter 10
  4. ଏଷ୍ଟର Chapter 8
  5. ଏଷ୍ଟର Chapter 6
  6. ଏଷ୍ଟର Chapter 5
  7. ଏଷ୍ଟର Chapter 3

Explore More from ପୁରାତନ ନିୟମ

  1. ଗଣନା ପୁସ୍ତକ Chapter 20
  2. ଦିତୀୟ ଶାମୁୟେଲ Chapter 11
  3. ଯିରିମିୟ Chapter 17
  4. ଯିହୋଶୂୟ Chapter 10
  5. ଯିରିମିୟ Chapter 12
  6. ପ୍ରଥମ ବଂଶାବଳୀ Chapter 18
  7. ଯାତ୍ରା ପୁସ୍ତକ Chapter 24

Related Chapters & Readings

  1. ଗୀତସଂହିତା Chapter 111
  2. ମାଥିଉ Chapter 23
  3. ଯିହିଜିକଲ Chapter 2
  4. ଦ୍ୱିତୀୟ ବିବରଣ Chapter 32
  5. ଗୀତସଂହିତା Chapter 96
  6. ପ୍ରକାଶିତ ବାକ୍ୟ Chapter 11
  7. ଯିରିମିୟ Chapter 30
Share Your Love

Leave a Reply

Your email address will not be published. Required fields are marked *