ଯିରିମିୟ Chapter 8

For English

Read ଯିରିମିୟ Chapter 8 Online

Read ଯିରିମିୟ Chapter 8 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 8

ଅଧ୍ୟାୟ 8

1. ସଦାପ୍ରଭୁ କହନ୍ତି, " ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା'ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ଯଦବକ୍ତାମାନଙ୍କର ଓ ୟିରୁଶାଲମ ନିବାସୀଗଣର ଅସ୍ଥିସବୁ ସମାନଙ୍କେ କବରରୁ ବାହାର କରିବେ।

2. ଆଉ ସୂର୍ୟ୍ଯ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସମାନେେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସବୋ କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାତଗାମୀ ହାଇେ ଅଛନ୍ତି, ଯେଉଁମାନଙ୍କର ଅନ୍ବଷେଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସମାନଙ୍କେ ଆଗ ରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରୀତ ହାଇେ କବର ରେ ପୋତା ହବେ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ଯ ହବେ।

3. "ପୁଣି ସଦାପ୍ରଭୁ କହନ୍ତି, ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦଇେଅଛୁ, ସେସବୁ ସ୍ଥାନ ରେ ସମାନଙ୍କେର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।"

4. ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ଯ କୁହ, "ମନୁଷ୍ଯ ପଡ଼ିଲେ କ'ଣ ଆଉ ଉେଠ ନାହିଁ ? ବିପଥରେ ଗଲେ କ'ଣ ଆଉ ଫେ ରେ ନାହିଁ ?

5. ଯିହୁଦା ଓ ୟିରୁଶାଲମର ଲୋକମାନେ କାହିଁକି ଚିରକାଳ ବିପଥଗାମୀ ହାଇେଅଛନ୍ତି ? ସମାନେେ ମିଥ୍ଯା ଓ ପ୍ରବଞ୍ଚନା ରେ ବିଶ୍ବାସ ରଖନ୍ତି ଓ ସମାନେେ ଫରେିବାକୁ ଅସମ୍ମତ।

6. ଆମ୍ଭେ ସମାନଙ୍କେ କଥା ମନୋୟୋଗ ସହକା ରେ ଶୁଣିଲେ ମଧ୍ଯ ସମାନେେ ନ୍ଯାଯକଥା କହିଲେ ନାହିଁ। ସମାନେେ ସମାନଙ୍କେର ପାପଲାଗି ଅନୁତପ୍ତ ନୁହଁନ୍ତି। ଯେପରି ଉର୍ଦ୍ଧ୍ବଶ୍ବାସ ରେ ଅଶ୍ବ ପୃଷ୍ଠ ରେ ଧାବମାନ ହୁଏ ସମାନେେ ସହେିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।

7. ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।

8. "ତୁମ୍ଭମାନେେ କହୁଛ ଯେ, 'ଆମ୍ଭମାନେେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ଯବସ୍ଥା ଆମ୍ଭମାନଙ୍କଠା ରେ ଅଛି।' ମାତ୍ର ଏହା ସତ୍ଯ ନୁହେଁ। କାରଣ ଅଧ୍ଯାପକଗଣଙ୍କ ମିଥ୍ଯା ଲେଖନୀ ମିଥ୍ଯା ଲେଖିଅଛି।

9. ସହେି 'ଜ୍ଞାନୀ ଲୋକମାନେ' ଲଜ୍ଜିତ ହବେେ, ସମାନେେ ଦ୍ବନ୍ଦ ରେ ପଡ଼ିବେ ଓ ଫାନ୍ଦ ରେ ପଡ଼ିବା ପରି ଅନୁଭବ କରିବେ। ଦେଖ, ସମାନେେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ଯାଖାନ କଲେ। ସମାନଙ୍କେୁ କିପରି 'ଜ୍ଞାନୀ' ବୋଲି ବିବଚେନା କରାୟିବ ?

10. ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।

11. ଯଦିଓ ମାରେ ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହାଇେଛନ୍ତି। ଏଠା ରେ 'ଶାନ୍ତି' ଅଛି, ବୋଲି କହି ସମାନେେ ସହଜ ରେ ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ସେତବେେଳେ ସଠାେ ରେ କୌଣସି 'ଶାନ୍ତି' ନ ଥାଏ।

12. ସମାନେେ ଘୃଣ୍ଯକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସମାନଙ୍କେର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସମାନେେ ପତିତ ଲୋକମାନଙ୍କ ମଧିଅରେ ପତିତ ହବେେ। ସମାନଙ୍କେ ପ୍ରତିଫଳ ପ୍ରାପ୍ତି ସମୟରେ ସମାନେେ ନିପାତିତ ହବେେ।" ସଦାପ୍ରଭୁ ଏହିସବୁ କହନ୍ତି।

13. "ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେର ସମସ୍ତ ଶସ୍ଯ ଓ ଫଳ ନଇୟିବୋ ଓ ସମାନଙ୍କେୁ ନିରିହ ରୂପେ ସଂହାର କରିବା।" "ଦ୍ରାକ୍ଷାଲତା ରେ ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ବୃକ୍ଷ ରେ ଡ଼ିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଲାନ ହାଇଯେିବେ। ଆମ୍ଭେ ସମାନଙ୍କେୁ ଯାହାସବୁ ଦଇେଅଛୁ, ସେସବୁ ସମାନଙ୍କେଠାରୁ ନଇୟିବେୁ।

14. "ଆମ୍ଭମାନେେ କାହିଁକି ଶାନ୍ତଭାବେ ବସିଅଛୁ ? ଆସ, ଏକତ୍ରୀତ ହାଇେ ଆମ୍ଭମାନେେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଚାଲିୟିବା। ଆସ ସହେି ସ୍ଥାନ ରେ ଆମ୍ଭେ ମୃତ୍ଯୁବରଣ କରିବା। ଯେ ହତେୁ ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ନିରବ କରିଛନ୍ତି। ଆସ ବିଷାକ୍ତ ପାଣି ପିଇବା, ଯେ ହତେୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛୁ।

15. ଆମ୍ଭମାନେେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦବେେ ବୋଲି ଇଚ୍ଛା କଲୁ, ମାତ୍ର କବଳେ ବିପଦ ମାଡ଼ି ଆସିଲା।

16. ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।

17. " ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସମାନେେ ତୁମ୍ଭମାନଙ୍କୁ ଦଂଶନ କରିବେ। ସମାନଙ୍କେୁ କହେି ଅଟକାଇ ପାରିବେ ନାହିଁ।" ଏହା ସଦାପ୍ରଭୁ କହନ୍ତି।

18. ହେ ପରମେଶ୍ବର ମାରେ ହୃଦଯ ଦୁଃଖ ରେ ଅଭିଭୂତ, ମୁଁ ଅତ୍ଯନ୍ତ ଭୟଭୀତ ଓ ମୂର୍ଚ୍ଛିତ।

19. ମାରେ ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସମାନେେ କହନ୍ତି, "ସଦାପ୍ରଭୁ କ'ଣ ସିୟୋନ ରେ ନାହାଁନ୍ତି ? ତହିଁର ରାଜା କ'ଣ ତହିଁ ମଧିଅରେ ନାହାଁନ୍ତି ?" ମାତ୍ର ପରମେଶ୍ବର କହନ୍ତି, " ସମାନେେ ନିଜର ଖାଦେିତ ପ୍ରତିମା ଓ ବିଦେଶୀଯ ଅସାର ବସ୍ତ୍ର ସମୂହଦ୍ବାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।"

20. "ଶସ୍ଯ ସଂଗ୍ରହର ସମୟ ଶଷେ ହେଲା। ଗ୍ରୀଷ୍ମକାଳ ଅତିବାହିତ ହେଲା। ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।"

21. ମାରେ ହୃଦଯ ଭାଙ୍ଗି ୟାଇଛି କାରଣ ମାରେ ଲୋକମାନଙ୍କର ହୃଦଯ ଭାଙ୍ଗି ୟାଇଛି। ମୁଁ ମଳିନ, ବିସ୍ମଯତା ମାେତେ ଆକ୍ରାନ୍ତ କରିଅଛି।

22. ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

About ଯିରିମିୟ Chapter 8

Read ଯିରିମିୟ Chapter 8 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 8
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 8 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 8?

ଯିରିମିୟ Chapter 8 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 8 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିରିମିୟ

  1. ଯିରିମିୟ Chapter 43
  2. ଯିରିମିୟ Chapter 20
  3. ଯିରିମିୟ Chapter 13
  4. ଯିରିମିୟ Chapter 49
  5. ଯିରିମିୟ Chapter 6
  6. ଯିରିମିୟ Chapter 10
  7. ଯିରିମିୟ Chapter 11

Related Chapters & Readings

  1. ଦ୍ୱିତୀୟ ବିବରଣ Chapter 13
  2. ଲେବୀୟ ପୁସ୍ତକ Chapter 18
  3. ପ୍ରଥମ ଶାମୁୟେଲ Chapter 27
  4. ଦିତୀୟ ଶାମୁୟେଲ Chapter 24
  5. ଆଦି ପୁସ୍ତକ Chapter 40
  6. ଯିଶାଇୟ Chapter 59
  7. ଦିତୀୟ ରାଜାବଳୀ Chapter 17
Share Your Love

Leave a Reply

Your email address will not be published. Required fields are marked *