ଗାଲାତୀୟ Chapter 6

For English

Read ଗାଲାତୀୟ Chapter 6 Online

Read ଗାଲାତୀୟ Chapter 6 online from the Holy Bible. This chapter is part of the Book of ଗାଲାତୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଗାଲାତୀୟ and the Holy Bible online.

Choose a Chapter

ଗାଲାତୀୟ 6

ଅଧ୍ୟାୟ 6

1. ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।

2. ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ ରେ ପାଳନ କରି ପାରିବ।

3. ଯଦି ଜଣେ ଅତି ନଗଣ୍ଯ ହାଇେଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତବେେ ସେ ନିଜକୁ ପ୍ରତାରଣା କରେ।

4. ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରେତ୍ୟକକ ଲୋକ ନିଜର କାର୍ୟ୍ଯଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା' ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରିପାରିବ।

5. ପ୍ରେତ୍ୟକକ ଲୋକ ନିଜ ନିଜର ଦାଯିତ୍ବ ବହନ କରିବା ଉଚିତ୍।

6. ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

7. ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

8. ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

9. ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।

10. ତେଣୁ ଯେତବେେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁ ଯୋଗ ପାଉ, ଆମ୍ଭେ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, ସମାନଙ୍କେ ପ୍ରତି ଆମ୍ଭକୁ ବିଶଷେ ଧ୍ଯାନ ଦବୋକୁ ପଡ଼ିବ।

11. ଦେଖ ! ମୁଁ ନିଜ ହାତ ରେ ଓ କେତେ ବଡ଼ବଡ଼ ଅକ୍ଷର ରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।

12. କେତକେ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହବୋ ପାଇଁ ବାଧ୍ଯ କରୁଛନ୍ତି। ଯିହୂଦୀମାନେ ଯେପରି ସମାନଙ୍କେୁ ଗ୍ରହଣ କରିପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସମାନଙ୍କେୁ ନିର୍ୟ୍ଯାତନା ସହିବାକୁ ହବେ, ସେଥିପାଇଁ ସମାନେେ ଭୟ କରୁଛନ୍ତି।

13. ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସମାନେେ ନିଜେ ବ୍ଯବସ୍ଥା ପାଳନ କରୁ ନାହାଁନ୍ତି। କିନ୍ତୁ ସମାନେେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ଯ କରି, ସମାନେେ ଗର୍ବ କରି ପାରିବେ।

14. ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶ ହିଁ ମାରେ ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠା ରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ଯୁ ଦ୍ବାରା ମାେ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ଯ ଜଗତ ପାଇଁ ମୃତ।

15. ଜଣେ ମନୁଷ୍ଯ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥି ରେ କିଛି ଗୁରୁତ୍ବ ନାହିଁ। କବଳେ ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ନୂତନ ମନୁଷ୍ଯ ହବୋ ଗୁରୁତ୍ବପୂର୍ଣ୍ଣ।

16. ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

17. ଅତଏବ ମାେତେ ଅଧିକ କଷ୍ଟ ଦିଅ ନାହିଁ। ମାେ ଶରୀର ରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।

18. ମାେ ଭାଇ ଓ ଭଉଣୀମାନେ ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।

About ଗାଲାତୀୟ Chapter 6

Read ଗାଲାତୀୟ Chapter 6 online from the Holy Bible. This chapter is part of the Book of ଗାଲାତୀୟ in the New Testament. Continue reading with the chapter navigation above or explore the complete book.

Book Information

Book: ଗାଲାତୀୟ
Chapter: 6
Testament: New Testament

How to Read this Chapter

Use the Previous and Next Chapter buttons to continue reading ଗାଲାତୀୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗାଲାତୀୟ Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗାଲାତୀୟ Chapter 6?

ଗାଲାତୀୟ Chapter 6 is part of the Book of ଗାଲାତୀୟ in the Holy Bible.

Can I read this chapter online?

Yes. You can read the complete ଗାଲାତୀୟ Chapter 6 online for free with easy chapter navigation.

More Chapters from ଗାଲାତୀୟ

  1. ଗାଲାତୀୟ Chapter 5
  2. ଗାଲାତୀୟ Chapter 4
  3. ଗାଲାତୀୟ Chapter 3
  4. ଗାଲାତୀୟ Chapter 1
  5. ଗାଲାତୀୟ Chapter 2

Explore More from ନୂତନ ନିୟମ

  1. ମାଥିଉ Chapter 22
  2. ମାର୍କ Chapter 12
  3. 1 ଥେସଲନୀକୀୟ Chapter 4
  4. କଲସୀୟ Chapter 1
  5. ଯାକୁବ Chapter 1
  6. ଲୂକ Chapter 16
  7. 2 କରିନ୍ଥୀୟ Chapter 4

Related Chapters & Readings

  1. ଗୀତସଂହିତା Chapter 39
  2. ଦିତୀୟ ଶାମୁୟେଲ Chapter 23
  3. ଗୀତସଂହିତା Chapter 24
  4. ଯାତ୍ରା ପୁସ୍ତକ Chapter 3
  5. ଗୀତସଂହିତା Chapter 99
  6. ପ୍ରଥମ ବଂଶାବଳୀ Chapter 22
  7. ଆଦି ପୁସ୍ତକ Chapter 13
Share Your Love

Leave a Reply

Your email address will not be published. Required fields are marked *