ଫିଲିପୀୟ Chapter 4

For English

Read ଫିଲିପୀୟ Chapter 4 Online

Read ଫିଲିପୀୟ Chapter 4 online from the Holy Bible. This chapter is part of the Book of ଫିଲିପୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of ଫିଲିପୀୟ and the Holy Bible online.

Choose a Chapter

ଫିଲିପୀୟ 4

ଅଧ୍ୟାୟ 4

1. ମାେ ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମାରେ ଆନନ୍ଦ ଓ ମାରେ ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଚାଲିଥାଅ।

2. ଇଯଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠା ରେ ଏକମତ ହବୋକୁ ମୁଁ ନିବଦନେ କରେ।

3. ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ "ଜୀବନ-ପୁସ୍ତକ"288 ରେ ଲଖାେଅଛି।

4. ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।

5. ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।

6. କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

7. ପରମେଶ୍ବରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠା ରେ ସୁରକ୍ଷା କରି ରଖିବ। ପରମେଶ୍ବରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

8. ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

9. ମାଠାରୁେ ଯାହା ସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମାେତେ ଯାହାସବୁ କରିଥିବା ଦେଖିଛ, ସଗେୁଡ଼ିକୁ କର। ଶାନ୍ତିଦାତା ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।

10. ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତିତ ହାଇେଥିବାରୁ ମୁଁ ପ୍ରଭୁଙ୍କଠା ରେ ଆନନ୍ଦିତ। ତୁମ୍ଭମାନେେ ମାେ ବିଷୟ ରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦଖାଇବୋ ପାଇଁ ସୁଯୋଗ ପାଇ ନ ଥିଲ।

11. ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଚାହୁଁଛି। କାରଣ ମାରେବର୍ତ୍ତମାନ ଯାହା ଅଛି ଏବଂ ଯାହା ମାେ ପାଇଁ ଘଟୁଛି, ସେଥି ରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।

12. ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତା ରେ କିପରି ରହିବାକୁ ହୁଏ, ତାହା ମଧ୍ଯ ମୁଁ ଜାଣେ। ପ୍ରେତ୍ୟକକ ସମୟରେ ଓ ପ୍ରେତ୍ୟକକ ଘଟଣା ରେ ଆନନ୍ଦିତ ହବୋର ରହସ୍ଯ ମୁଁ ଜାଣେ। ଯେତବେେଳେ ମାରେ ଖାଇବା ପାଇଁ ୟଥେଷ୍ଟ ଥାଏ କିଅବା ଯେତବେେଳେ ୟଥେଷ୍ଟ ନ ଥାଏ, ଯେତବେେଳେ ମାରେ ପ୍ରଚୁର ଥାଏ ବା ଯେତବେେଳେ ମାରେ ଅଭାବ ଥାଏ, ସେତବେେଳେ କିପରି ଆନନ୍ଦିତ ହାଇପୋରିବି, ତାହା ମୁଁ ଜାଣେ।

13. ଖ୍ରୀଷ୍ଟଙ୍କଠାରୁ ମାେତେ ଶକ୍ତି, ପ୍ରଦତ୍ତ ହାଇେଥିବାରୁ, ତାଙ୍କ ମାଧ୍ଯମ ରେ ମୁଁ ସବୁକିଛି କରିବାକୁ ସକ୍ଷମ।

14. କିନ୍ତୁ ମାରେ ସାହାୟ୍ଯ ଦରକାର ଥିଲା ବେଳେ, ତୁମ୍ଭମାନେେ ମାେତେ ସାହାୟ୍ଯ କରି ଭଲ କରିଛ।

15. ମୁଁ ଯେତବେେଳେ ସଠାେରେ ସୁସମାଚାର ପ୍ରଚାର ଆରମ୍ଭ କଲି, ସେତବେେଳେ ତୁମ୍ଭେ ଫିଲିପ୍ପୀବାସୀ, ତାହା ମନେ ରଖିଛ। ମୁଁ ଯେତବେେଳେ ମାକିଦନିଆ ଛାଡ଼ିଲି, ସେତବେେଳେ କବଳେ ତୁମ୍ଭର ମଣ୍ଡଳୀ ମାେତେ ସାହାୟ୍ଯ ଦଇେଥିଲା।

16. ଥସେଲନୀକୀ ନଗର ରେ ଥିଲା ବେଳେ ତୁମ୍ଭମାନେେ ଅନକେ ଥର ମାରେ ଆବଶ୍ଯକତା ପୂରଣ କରିବାକୁ ଜିନିଷମାନ ପଠାଇଛ।

17. ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁହେଁ କିନ୍ତୁ ମୁଁ ଚା ହେଁ ଯେ, ଦବୋ ଦ୍ବାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।

18. ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।

19. ପରମେଶ୍ବର ସଗେୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନ ରେ ମାେ ପରମେଶ୍ବର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ଯକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତାଙ୍କ ଧନର ବ୍ଯବହାର କରିବେ।

20. ଆମ୍ଭର ପରମେଶ୍ବରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!

21. ଖ୍ରୀଷ୍ଟଙ୍କଠା ରେ ପରମେଶ୍ବରଙ୍କ ପ୍ରେତ୍ୟକକ ପବିତ୍ର ଲୋକକୁ ନମସ୍କାର। ମାେ ସହିତ ଥିବା ପରମେଶ୍ବରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

22. ପରମେଶ୍ବରଙ୍କ ସମସ୍ତ ଲୋକ ଓ ବିଶଷେ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦ ରେ ଅଛନ୍ତି, ସହେି ବିଶ୍ବାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।

23. ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।

About ଫିଲିପୀୟ Chapter 4

Read ଫିଲିପୀୟ Chapter 4 online from the Holy Bible. This chapter is part of the Book of ଫିଲିପୀୟ in the New Testament. Continue reading with the chapter navigation above or explore the complete book.

Book Information

Book: ଫିଲିପୀୟ
Chapter: 4
Testament: New Testament

How to Read this Chapter

Use the Previous and Next Chapter buttons to continue reading ଫିଲିପୀୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଫିଲିପୀୟ Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଫିଲିପୀୟ Chapter 4?

ଫିଲିପୀୟ Chapter 4 is part of the Book of ଫିଲିପୀୟ in the Holy Bible.

Can I read this chapter online?

Yes. You can read the complete ଫିଲିପୀୟ Chapter 4 online for free with easy chapter navigation.

More Chapters from ନୂତନ ନିୟମ

  1. ମାର୍କ Chapter 13
  2. ମାର୍କ Chapter 12
  3. ମାର୍କ Chapter 4
  4. 1 ତୀମଥି Chapter 3
  5. 2 କରିନ୍ଥୀୟ Chapter 2
  6. ଲୂକ Chapter 12
  7. ମାର୍କ Chapter 7

Explore More from ଫିଲିପୀୟ

  1. ଫିଲିପୀୟ Chapter 3
  2. ଫିଲିପୀୟ Chapter 1
  3. ଫିଲିପୀୟ Chapter 2

Related Chapters & Readings

  1. ଗୀତସଂହିତା Chapter 7
  2. ଗୀତସଂହିତା Chapter 11
  3. ଆଦି ପୁସ୍ତକ Chapter 11
  4. ଯିହୋଶୂୟ Chapter 18
  5. ଯିହିଜିକଲ Chapter 43
  6. ହିତୋପଦେଶ Chapter 10
  7. ଯିହୋଶୂୟ Chapter 8
Share Your Love

Leave a Reply

Your email address will not be published. Required fields are marked *