Read 2 କରିନ୍ଥୀୟ Chapter 4 Online
Read 2 କରିନ୍ଥୀୟ Chapter 4 online from the Holy Bible. This chapter is part of the Book of 2 କରିନ୍ଥୀୟ in the New Testament. Browse every verse with easy chapter navigation, continue to the next chapter, or explore the complete Book of 2 କରିନ୍ଥୀୟ and the Holy Bible online.
Choose a Chapter
2 କରିନ୍ଥୀୟ 4
ଅଧ୍ୟାୟ 4
1. ପରମେଶ୍ବର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସବୋ କାର୍ୟ୍ଯ ଦଇେଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।
2. ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
3. ସୁସମାଚାର ଯଦି ଆଚ୍ଛାଦିତ ହାଇେଥାଏ, ତବେେ ସହେି ଆଚ୍ଛାଦନ କବଳେ ସହେିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗ ରେ ରହିଛନ୍ତି।
4. ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।
5. ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ବରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଚାର କରୁ ନାହୁଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଚାର କରୁଛୁ। ନିଜ ବିଷୟ ରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସବେକ।
6. ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।"
7. ଆମ୍ଭେ ପରମେଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କବଳେ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ବରଙ୍କର ଅଟେ।
8. ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।
9. ଆମ୍ଭେ ନିର୍ୟାତିତ ହେଉଛୁ, କିନ୍ତୁ ପରମେଶ୍ବର ଆମ୍ଭକୁ ଛାଡ଼ି ଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହାଇେ ନାହୁଁ।
10. ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ଯୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ଯ ଆମ୍ଭ ଭିତ ରେ ପ୍ରକାଶିତ ହବେ।
11. ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହତେୁ ଆମ୍ଭେ ସର୍ବଦା ମୃତ୍ଯୁ ସଙ୍କଟର ସମ୍ମୁଖୀନ ହେଉଛୁ। ୟଦ୍ଦ୍ବାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧିଅରେ ସ୍ପଷ୍ଟ ଭାବରେ ଦେଖି ପାରିବା।
12. ଅତଏବ ଆମ୍ଭ ଭିତ ରେ ମୃତ୍ଯୁ ଓ ତୁମ୍ଭମାନଙ୍କ ଭିତ ରେ ଜୀବନ ସକ୍ରିୟ ଅଟେ।
13. ଶାସ୍ତ୍ର ରେ ଲଖାେଅଛି : "ମୁଁ ବିଶ୍ବାସ କଲି, ଏଣୁ ସ୍ପଷ୍ଟ କହିଲି।" ଆମ୍ଭର ବିଶ୍ବାସ ମଧ୍ଯ ସହେିଭଳି ଅଟେ। ଆମ୍ଭେ ବିଶ୍ବାସ କରୁ, ସେଥିପାଇଁ ଆମ୍ଭେ କହୁ।
14. କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ପୁନରୁତ୍ଥିତ କଲେ, ସେ ଆମ୍ଭକୁ ମଧ୍ଯ ଯୀଶୁଙ୍କ ସହ ପୁନରୁତ୍ଥିତ କରିବେ।
15. ସେ ଆମ୍ଭକୁ ମଧ୍ଯ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖ ରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହାଦ୍ବାରା ଅନକେ ଲୋକ ଯେପରି ପରମେଶ୍ବରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ବରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ଯବାଦ ଅର୍ପଣ କରାୟିବ।
16. ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।
17. ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା େଛାଟ େଛାଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନା ରେ ଅତି ମହାନ୍।
18. ଆମ୍ଭର ଆଖି ଦୃଶ୍ଯ ବିଷୟଗୁଡ଼ିକ ଉପରେ ନ ରହି, ଅଦୃଶ୍ଯ ବିଷୟ ଉପରେ କନ୍େଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦଖାେ ଯାଉଛି, ତାହା ଅସ୍ଥାଯୀ, ଓ ଯାହା ଅଦୃଶ୍ଯ, ତାହା ସମ୍ପୂର୍ଣ୍ଣ ଚିରସ୍ଥାଯୀ।
About 2 କରିନ୍ଥୀୟ Chapter 4
Read 2 କରିନ୍ଥୀୟ Chapter 4 online from the Holy Bible. This chapter is part of the Book of 2 କରିନ୍ଥୀୟ in the New Testament. Continue reading with the chapter navigation above or explore the complete book.
Book Information
Book: 2 କରିନ୍ଥୀୟ
Chapter: 4
Testament: New Testament
How to Read this Chapter
Use the Previous and Next Chapter buttons to continue reading 2 କରିନ୍ଥୀୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading 2 କରିନ୍ଥୀୟ Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is 2 କରିନ୍ଥୀୟ Chapter 4?
2 କରିନ୍ଥୀୟ Chapter 4 is part of the Book of 2 କରିନ୍ଥୀୟ in the Holy Bible.
Can I read this chapter online?
Yes. You can read the complete 2 କରିନ୍ଥୀୟ Chapter 4 online for free with easy chapter navigation.
More Chapters from 2 କରିନ୍ଥୀୟ
- 2 କରିନ୍ଥୀୟ Chapter 2
- 2 କରିନ୍ଥୀୟ Chapter 12
- 2 କରିନ୍ଥୀୟ Chapter 10
- 2 କରିନ୍ଥୀୟ Chapter 11
- 2 କରିନ୍ଥୀୟ Chapter 9
- 2 କରିନ୍ଥୀୟ Chapter 7
- 2 କରିନ୍ଥୀୟ Chapter 13
Explore More from ନୂତନ ନିୟମ
- 1 କରିନ୍ଥୀୟ Chapter 13
- ଏଫିସୀୟ Chapter 6
- ଲୂକ Chapter 17
- ମାଥିଉ Chapter 23
- 1 ତୀମଥି Chapter 4
- 1 କରିନ୍ଥୀୟ Chapter 7
- ମାର୍କ Chapter 12